Browsing Tag

nilgiri langur passes away

ନନ୍ଦନକାନନରେ ଅସୁସ୍ଥ ଥିବା ନୀଳଗିରି ହନୁମାଙ୍କଡ଼ର ମୃତ୍ୟୁ

ଭୁବନେଶ୍ବର : ଆଜି ସକାଳୁ ଭୁବନେଶ୍ବର ବାରଙ୍ଗ ସ୍ଥିତ ନନ୍ଦନକାନନରେ ଅସୁସ୍ଥ ଥିବା ଗୋଟାଏ ନୀଳଗିରି ହନୁମାଙ୍କଡ଼ର ମୃତ୍ୟୁ ଘଟିଛି। ଏହି ୫ ବର୍ଷିୟ ବାନରଟି ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ପରେ ରୋଗରେ ପୀଡ଼ିତ ହୋଇଥିଲା। ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁରେ ରଖାଯାଇ…