୩ ମାସ ପରେ ମସାବା ଗୁପ୍ତା କଲେ ଝିଅର ଏପରି ନାମକରଣ, ଦେଖାଇଲେ ନହ୍ନି ପରୀର ଝଲକ୍
ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ତଥା ପ୍ରସିଦ୍ଧ ଫ୍ୟାସନ ଡିଜାଇନର୍ ମସାବା ଗୁପ୍ତା ବିବାହର ୧ ବର୍ଷ ପରେ ମା’ ହୋଇଛନ୍ତି । ଏବେ ସେ ନିଜ ନବଜନ୍ମିତ ଝିଅର ନାମକରଣ କରିଛନ୍ତି । ଝିଅର ନାଁ ସେ ‘ମତାରା’ ରଖିଛନ୍ତି । ଝିଅ ଜନ୍ମ ହେବାର ୩ ମାସ ପରେ ମସାବା ନହ୍ନି ପରୀର ନାମ ଖାସ୍ ଅନ୍ଦାଜରେ…