Browsing Tag

nisha maharana

ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

ବଲାଙ୍ଗିର: ବଲାଙ୍ଗିର SDJM କୋର୍ଟରେ ହାଜର ହେଲେ ଆଇଟମ ଗାର୍ଲ ନିଶା ମହାରଣା ।  ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା ।  ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ । …

ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆସ୍ୱସ୍ତି, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ହାଇକୋର୍ଟରୁ ଆଗୁଆ ଜାମିନ

କଟକ : ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆସ୍ୱସ୍ତି ।  ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ଓଡିଶା ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ।  ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିବା ପରେ ନିଶା ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରିବାର ଆଶା…

ବଢିଲା ନିଶାଙ୍କ ଅଡୁଆ,ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ

ବଲାଙ୍ଗିର: ବଢିଲା ନିଶାଙ୍କ ଅଡୁଆ  ।   ନିଶା ମହାରଣାଙ୍କୁ ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ । ବାଲାଙ୍ଗୀର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଡୁଆରେ ନିଶା ।  ବଲାଙ୍ଗୀର ସଦର ଥାନାରେ ନିଶାଙ୍କ ବିରୋଧ ରେ ଅଭିଯୋଗ । ପୋଲିସ ନିଜପଟୁ ମାମଲା ରୁଜୁ କରିଛି ।  ଆୟୋଜନ…

ବନ୍ଧା ହେବେ କି ନିଶା ମହାରଣା ! ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା

ବଲାଙ୍ଗିର : ବନ୍ଧା ହୋଇପାରନ୍ତି ନିଶା ମହାରଣା  l  ଅଶ୍ଳୀଳ ନୃତ୍ୟ ପାଇଁ ବଢ଼ିଲା ନିଶାଙ୍କ  ଗିରଫ ଆଶଙ୍କା  l  ନିଶା ମହାରଣାଙ୍କ  ବିରୋଧରେ ଥାନାରେ ହୋଇଛି ଅଭିଯୋଗ  l  ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା   l ବଲାଙ୍ଗିର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ…

ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର, ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ବିରୋଧ

ଭଦ୍ରକ: ପୁଣି ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର ।  ନିଶା ମହାରଣାଙ୍କୁ ବିରୋଧ ।  ନିଶାଙ୍କ ନଗ୍ନ ନୃତ୍ୟରେ ଉତ୍ତ୍ୟକ୍ତ ହୋଇ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ ।  ପାର୍ବତୀ ଗଣନାଟ୍ୟର ମଞ୍ଚରେ ଉଡ଼ିଲା ଚେୟାର । ଭଦ୍ରକ ଭଣ୍ଡାରିପୋଖରୀରେ ଗତ ରାତିରେ ପାର୍ବତୀ ଗଣନାଟ୍ୟର ମଞ୍ଚରେ…

ନିଶାଙ୍କ ପାଇଁ ଉଡିଲା ଚେୟାର, ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର : ନିଶାଙ୍କ ପାଇଁ ଉଡିଲା ଚେୟାର । ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ। କୋରାପୁଟ ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ତୁମୁଳକାଣ୍ଡ। ପେଣ୍ଡାଲକୁ ନିଶା ମହାରଣାଙ୍କୁ ପୋଲିସ ନ ଛାଡ଼ିବାରୁ ତାତିଲେ ଦର୍ଶକ । ପୋଲିସ ଉପସ୍ଥିତିରେ ପେଣ୍ଡାଲ ଉପରକୁ ଦର୍ଶକ ଫୋପାଡ଼ିଲେ ଚେୟାର…

ରାମାୟଣ ନାଟକ ପ୍ରଦର୍ଶନରେ ଅଶ୍ଳୀଳତା ଅଭିଯୋଗ, ନିଶା ମହାରରାଣାଙ୍କୁ ନେଇ ପୁଣି ହଙ୍ଗାମା

ବ୍ରହ୍ମପୁର : ଗଞ୍ଜାମର ଲୋକ କଳା ମଧ୍ୟରେ ରାମାୟଣ ନାଟକର ସ୍ୱତନ୍ତ୍ରତା ରହି ଆସିଛି l ତେବେ ଜିଲ୍ଲାରେ କିଛି ବର୍ଷ ଧରି ଦେଖାଦେଇଛି ରାମାୟଣ ନାଟକରେ ପ୍ରତିଯୋଗିତା l ହେଲେ ରାମାୟଣର ଚରିତ୍ର ଓ ବିଷୟ ବସ୍ତୁକୁ ବାଦ ଦେଇ ଅପ ସଂସ୍କୃତି ପ୍ରଦର୍ଶନ ହୋଇ ଆସୁଛି ବୋଲି ଅଭିଯୋଗ ହେଉଛି l 24…

ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ, ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି

ଘଟଗାଁ : ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ ।  ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା ଚାଲିଥିବାବେଳେ ନିଶା ମହାରଣାଙ୍କୁ ଡାକାଯାଇଥିଲା ।  ତାଙ୍କ ନୃତ୍ୟ…

ନିଶା ମହାରଣାଙ୍କୁ ଚେୟାର ମାଡ଼, ଅଶ୍ଳୀଳ ନୃତ୍ୟ ଅଭିଯୋଗ କରି ତାତିଲେ ଲୋକେ

ଖୋର୍ଦ୍ଧା : ନିଶା ମହାରଣାଙ୍କୁ ଚେୟାର ମାଡ଼ । ଅଶ୍ଳୀଳ ନୃତ୍ୟ ଅଭିଯୋଗ କରି ଲୋକେ ତାତିଲେ । ମଞ୍ଚ ଉପରକୁ ଫିଙ୍ଗିଲେ ଚେୟାର । ଜଟଣୀ ଥାନା ଛକ ନିକଟରେ ପାର୍ବତୀ ଗଣନାଟ୍ୟର ଯାତ୍ରା ଚାଲିଥିଲା । ବିଳମ୍ବିତ ରାତିରେ ନିଶା ମହାରଣା ଆସିଥିଲେ ନୃତ୍ୟ ପରିବେଷଣ କରିବାକୁ ମଞ୍ଚକୁ । ଏହି ସମୟରେ…

ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ: ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ନିଶା ମହାରଣାଙ୍କ ମୁଣ୍ଡ

ଯାଜପୁର ରୋଡ: ପୁଣି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ । ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡ । ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଠାରେ ମାଆ କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ  ଅୟୋଜିତ ହୋଇଥିଲା ଯାତ୍ରା । ଉକ୍ତ ଯାତ୍ରାରେ…

ସତରେ କଣ ନିଶା ମହାରଣା ବାହା ହେବେ ଅସ୍ତରଙ୍ଗ ପୁଅକୁ !

କାକଟପୁର (କେନ୍ୟୁଜ୍‌) : ଆଇଟମ ଗର୍ଲ ନିଶା ମହାରଣାଙ୍କ ହଟ ଜଲୱା ଦେଖିବାକୁ ଦର୍ଶକ ମାନେ ସବୁବେଳେ ଇଚ୍ଛା ରଖିଥାନ୍ତି । ନିଶାଙ୍କର ଗୋଟିଏ ଠୁମକା ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିଥାଏ । ଅସ୍ତରଙ୍ଗର ଲକ୍ଷ୍ମୀ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନିଶା…

ଯାତ୍ରା ପେଣ୍ଡାଲରେ ନିଶାଙ୍କ ପାଇଁ ଉଡିଲା ଚେୟାର୍, ଶେଷରେ ଭୁଲ୍ ମାଗିଲେ ଆୟୋଜକ

ଅନୁଗୋଳ(କେନ୍ୟୁଜ୍‌): ନିଶା ଆସିଲେ ଆଉ କିଛି ସମୟ ରହି ପୁଣି ଚାଲିଗଲେ। ଯାହାକୁ ସହଜରେ ଗ୍ରହଣ କରିପାରିଲେନି ଦର୍ଶକ । ତାପରେ ଯାହା ହେଲା ତାହା ନକହିବା ଭଲ । ଆଜ୍ଞା ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା। ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । ଯାତ୍ରାପେଣ୍ଡାଲରେ…