ଫାସ୍ ଟ୍ୟାଗକୁ ନେଇ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା,୧୫ ଅଗଷ୍ଟରୁ ହେବ FASTag ପାସ୍
ନ୍ୟାସନାଲ ହାଇେଓ୍ଵରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ଟୋଲ ଟାକ୍ସକୁ ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ । ବହୁ ଦିନ ଧରି ଆଲୋଚନା ହେଉଛି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍…