Below header
Browsing Tag

no mask

ଆମେରିକା ପାଇଁ ବଡ ଦିନ: ଏଥର ସର୍ବସାଧାରଣରେ ବିନା ମାସ୍କରେ ବୁଲିପାରିବେ ଜନସାଧାରଣ

ଆମେରିକା : ସମ୍ପୂର୍ଣ୍ଣ ଟିକା ନେଇସାରିଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଏଥର ଆମେରିକାବାସୀ ସର୍ବସାଧାରଣରେ ବିନା ମାସ୍କରେ ବୁଲିପାରିବେ ବୋଲି ସିଡିସି ପକ୍ଷରୁ ଘୋଷଣା କରାଯାଇଛି। ସିଡିସିର ଏହି ପଦକ୍ଷେପକୁ ଆମେରିକା ରାଷ୍ଟ୍ରପତି ବାଇଡେନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଆମେରିକା…

ମାସ୍କ କିଣିବାକୁ ଟଙ୍କା ନଥିବାରୁ ମୁହଁରେ ଦଉଡ଼ି ତିଆରି ତୁଣ୍ଡି ବାନ୍ଧିଛନ୍ତି ମହିଳା, ଭାଇରାଲ୍ ହେଉଛି ଭିଡିଓ

ବାଲେଶ୍ଵର: ଯାହାର ଅଛି ସେ ପିନ୍ଧୁଛି ମୋର ନାଇ ମୁଁ କଣ କରିବି ସେଥିପାଇଁ ତୁଣ୍ଡି ପିନ୍ଧିଛି । ବାଲେଶ୍ଵର ଜିଲ୍ଲା ଖାଇର ବ୍ଲକ ଗୋବିନ୍ଦପୁର ଆଦିବାସୀ ସାହିର ଏହି ଭିଡ଼ିଓଟି ବେଶ୍ ଭାଇରାଲ୍ ହୋଇଛି । କାଳେ ମାସ୍କ ନ ପିନ୍ଧିଲେ ପୋଲିସ ଫାଇନ୍ କାଟିବ ସେ ଭୟରେ ମହିଳା ଜଣଙ୍କ ମୁହଁରେ ଦଉଡ଼ିରେ…