କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା
କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ…