Browsing Tag

no vote

ପୋଲ ନାହିଁ ତ ଭୋଟ ନାହିଁ: ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇଲେ ଗ୍ରାମବାସୀ

ବାରିପଦା(କେନ୍ଯୁଜ୍): ପୋଲ ନାହିଁ ତ ଭୋଟ ନାହିଁ । ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଦେବାନବାହାଳି ପଂଚାୟତର ଶିରିଆପାଳ ଗ୍ରାମବାସୀ ଏଥର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗାଁରେ ୬୦ରୁ ଉର୍ଦ୍ଧ୍ୱ ପରିବାର ରହନ୍ତି । ଡାକ୍ତରଖାନା…