ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ନରେୱ ନୋବେଲ କମିଟି ପକ୍ଷରୁ ଘୋଷଣା
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ବିଶ୍ୱକୁ ଆଣବିକ ଅସ୍ତ୍ରରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ ପାଇଁ ଜାପାନର ନିହନ ହିଦାନକ୍ୟୋ ଅନୁଷ୍ଠାନକୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର। ଏନେଇ ନରେୱ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଜାପାନର ହିରୋସିମା ଓ ନାଗାସାକି…