Browsing Tag

non

ଆଜି ଭାରତୀୟ ନନ ସିଷ୍ଟର ମରିୟମଙ୍କୁ ଭାଟିକାନ ସିଟି ଠାରେ ସନ୍ଥ ଘୋଷଣା କରିବେ ପୋପ ଫ୍ରାନ୍ସିସ

ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ସ୍ଥିତ ତ୍ରିସୁରର ସିଷ୍ଟର ମରିୟମ ଥ୍ରେସିୟାଙ୍କୁ ଆଜି ପପ ଫ୍ରାନ୍ସିସ  ସନ୍ଥ ଘୋଷଣା କରିବେ । ମରିୟମଙ୍କ ମୃତ୍ୟୁର ୯୩ ବର୍ଷ ପରେ ପପ ଫ୍ରାନ୍ସିସ ଭାଟିକାନ ସିଟି ଠାରେ ତାଙ୍କୁ  ସନ୍ଥ ଘୋଷଣା କରିବେ । ରୋମର ସେଣ୍ଟ ପୀଟର୍ସ ସ୍କୋୟାରରେ ହେବାକୁ ଥିବା ସମାରୋହରେ…