Browsing Tag

nora fatehi and guru Randhawa

ନୋରା ଫତେହୀ ଓ ଗୁରୁ ରନ୍ଧୱାଙ୍କ ଭିତରେ ଚାଲିଛି ଲୁଚାଛପା ପ୍ରେମ ! ଗୋଆ ସମୁଦ୍ରକୂଳରୁ ଫଟୋ ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରୀରେ କେତେ ବେଳେ କିଏ କାହା ସହ ରିଲେସନରେ ରହୁଛନ୍ତି, ତାହା କେବଳ ସେମାନେ ହିଁ ଜାଣନ୍ତି। ଏବେ ସିନେ ଜଗତରେ ଏକ ନୂଆ ଯୋଡ଼ି ଚର୍ଚ୍ଚାରେ ଅଛନ୍ତି। ଏହି ଯୋଡ଼ି ଆଉ କେହି ନୁହନ୍ତି। ଏମାନେ ହେଉଛନ୍ତି ବଲିଉଡର ଡ୍ୟାନ୍ସିଂ କୁଇନ ନୋରା ଫତେହୀ ଓ ଚର୍ଚ୍ଚିତ କଣ୍ଠଶିଳ୍ପୀ ଗୁରୁ…

ରିଲିଜ ହେଲା ଗୁରୁ ଏବଂ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ‘ନଚ୍‌ ମେରୀ ରାନୀ’, ନୋରାଙ୍କୁ ଟକ୍କର ଦେଉଛନ୍ତି ଗୁରୁ

ବହୁଦିନରୁ ନୋରା ଏବଂ ଗୁରୁଙ୍କ ମ୍ୟୁଜିକ ଭିଡିଓକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଦର୍ଶକଙ୍କର ପ୍ରତୀକ୍ଷାର ଅନ୍ତ ଘଟାଇ ମ୍ୟୁଜିକ ଭିଡିଓ ‘ନଚ୍‌ ମେରୀ ରାନୀ’ ରିଲିଜ ହୋଇଛି। ଏଥିରେ ନୋରା ଏବଂ ଗୁରୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ତେବେ ପ୍ରଥମ ଥର ପାଇଁ ନୋରା ଏବଂ ଗୁରୁଙ୍କ…