Browsing Tag

oca president

OCAରେ ଆରମ୍ଭ ହେଲା ପ୍ରଣବଙ୍କ ଇନିଂସ, ସଭାପତି ଭାବେ ଦାୟିତ୍ୱ ନେଲେ

କଟକ(କେନ୍ୟୁଜ୍):  ଆରମ୍ଭ ହେଲା ବବିଙ୍କ କ୍ରିକେଟ ଇନିଂସ । ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାଶ । ପଙ୍କଜ ଲୋଚନ ମହାନ୍ତି ହେଲେ ଉପସଭାପତି । ସଞ୍ଜୟ ବେହେରା ପୁଣି ହେଲେ ଓସିଏ ସମ୍ପାଦକ । କୋଷାଧ୍ୟକ୍ଷ ହେଲେ ଖୋର୍ଦ୍ଧାର ବିକାଶ…