ତେଲଙ୍ଗାନାରେ ୩ ଓଡ଼ିଆ ଶ୍ରମିକ ମୃତ, ଦାଦନ ଖଟିବାକୁ ଯାଇଥିଲେ
ଉମରକୋଟ : ତେଲଙ୍ଗାନାରେ ୩ ଓଡ଼ିଆ ଶ୍ରମିକ ମୃତ । ଦାଦନ ଖଟିବାକୁ ଯାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଓଡ଼ିଆ । ମୃତକମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବକଡାବେଡା ଗାଁର । ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଗାଁରେ ଆଜି ଏହି ଖବର ପହଞ୍ଚିଵା ପରେ ଶୋକର ଛାୟା…