Browsing Tag

odia sweets outlet

ଏବେ ବେଙ୍ଗାଲୁରୁରେ ମିଳିବ ନିଛକ ଓଡ଼ିଆ ଖାନା; ରସଗୋଲା, ଛେନାପୋଡ଼ର ସ୍ୱାଦ ପାଇବେ ପ୍ରବାସୀ

ବେଙ୍ଗାଲୁରୁ (କେନିୟୁଜ) : ଓଡ଼ିଶାର ରସଗୋଲା ଓ ଛେନାପୋଡ଼ର ନିଅରା ସ୍ୱାଦ ଯିଏ ଖାଇଛି ସିଏ ଜାଣିଛି । ଏମିତିରେ ତ ଓଡ଼ିଶାର ମିଠା ସବୁ ବାହାର ରାଜ୍ୟ ସମେତ ଦେଶ ବିଦେଶକୁ ପଠା ଯାଉଛି । ତେବେ ତା ଭିତରେ କିଛି ବ୍ୟବସାୟୀଙ୍କ ମିଠା ସାରା ରାଜ୍ୟରେ ନାଁ କରି ସାରିଛି । ଏଇ ସ୍ଥିତିରେ ସରସ୍ୱତୀ ପୂଜା…