ତୁଟୁନି ସୀମା ବିବାଦ: ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଆଉ ଏକ ଷଡଯନ୍ତ୍ର, ଗୁଗୁଲ ମ୍ୟାପ କହୁଛି କୋରାପୁଟ ଜିଲ୍ଲାର…
କୋରାପୁଟ: ଜମି ଅଧିକାରକୁ ନେଇ ତୁଟୁନି ବିବାଦ। ଓଡିଶା ଉପରେ ଦାଦାଗିରି ଦେଖାଉଛି ଆନ୍ଧ୍ର। ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇ ହୋଇ ଚାଲିଛି। ଓଡିଶାର ଜମିକୁ ଜୋରଜବରଦସ୍ତ ନିଜର କରିବାକୁ ଚାହୁଁଛି ଆନ୍ଧ୍ର। ଓଡ଼ିଶା ଜମିକୁ ଅକ୍ତିଆର ପାଇଁ ଦିନକୁ ଦିନ ନୂଆ ଉଦ୍ୟମ ଜାରି ରଖିଛି । ଏହାରି ଭିତରୁ…