Below header

ଘନଉଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ତାରାପ୍ରସାଦ ବାହିନୀପତି

ଭୁବନେଶ୍ବର: ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଓଡ଼ିଶା ସୀମା ଭିତରକୁ ୫୦୦ ମିଟର ଭିତରକୁ ଆନ୍ଧ୍ରର ଅନୁପ୍ରେବେଶ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଧାୟକ।

ଆନ୍ଧ୍ର ପକ୍ଷରୁ ବାରମ୍ବାର ଅନୁପ୍ରବେଶ କରାଯାଉଥିବାରୁ ରାଜ୍ୟ ସରକାର ଠୋସ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଟିଆ ପରେ ସମ୍ବାଇ ପ଼ଞ୍ଚାୟତ ଉପରେ ଆନ୍ଧ୍ରର ଆଖି ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.