Browsing Tag

odisha andra

ଆଜି ନବୀନ-ଜଗନ ଆଲୋଚନା: ସୀମା ବିବାଦ ସହ ଅନ୍ତଃରାଜ୍ୟ ଜଳ ବିବାଦ ତୁଟାଇବାକୁ ହୋଇପାରେ ମିଳିତ ଟାସ୍କ ଫୋର୍ସ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଜଗନ ମୋହନ । ସଂଧ୍ୟା ସାଢେ ୫ଟାରେ…

ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ, ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ। ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ଜଗନ ଆଲୋଚନା କରିବେ ବୋଲି କୁହାଯାଉଛି।…