Browsing Tag

odisha assmebly

ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ, ୮ଟି ବିଲରୁ ୭ଟି ପାରିତ ହେଲା

ଭୁବନେଶ୍ବର(କେନ୍ୟୁଜ୍):  ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ। ୩ ଦିନ ପୂର୍ବରୁ ଅଧିବେଶନ ଶେଷ। ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ୧୧ଟି ମୁଲତବୀ ନୋଟିସ ଉପରେ…