ବୋଲବମ୍ ଯାଇ ସ୍ଵାମୀ ନିଖୋଜ: କାନ୍ଦି କାନ୍ଦି ସ୍ତ୍ରୀ ଆଖିରୁ ଶୁଖୁନି ଲୁହ, ଝିଅର ଅବସ୍ଥା ଖରାପ
ଉମରକୋଟ: କାନ୍ଦି କାନ୍ଦି ବାପାକୁ ଖୋଜୁଛି କୁନି ଝିଅ । ଆଖିରେ ତାର ଧାର ଧାର ଲୁହ । କେତେ ଗେଲ କରୁଥିଲେ ତା ବାପା । ହେଲେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ବୋଲବମ୍ ଯାଇ ପୁରୀରେ କୁଆଡେ ନିଖୋଜ ହୋଇଯାଇଛନ୍ତି ତା ବାପା । ଦୀର୍ଘ ୯ ଦିନ ଧରି ତାଙ୍କର ପତ୍ତା ମିଳୁନି । ଏପଟେ ସ୍ଵାମୀ ନିଖୋଜ…