Browsing Tag

odisha-chhattishgarh ranji match

ରଣଜୀ ମ୍ୟାଚ୍‌ : ପ୍ରଥମ ଇନିଂସ୍‌ରେ ଛତିଶଗଡ଼ ଠାରୁ ଓଡ଼ିଶା ୮୧ ରନ୍‌ରେ ଆଗୁଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁଜିତ ଲେଙ୍କାଙ୍କ ଅର୍ଦ୍ଧଶତକ ବଳରେ ସିଜିନ୍‌ର ପ୍ରଥମ ରଣଜୀ ମ୍ୟାଚ୍‌ରେ ଛତିଶଗଡ଼ ଠାରୁ ଆଗୁଆ ରହିଛି ଓଡ଼ିଶା ଦଳ । ୨୧୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ଓଡ଼ିଶା ଘରୋ ଛତିଶଗଡ଼ ଠାରୁ ୮୧ ରନ୍‌ରେ ଆଗୁଆ ରହିଛି । ପ୍ରଥମ ପାଳିରେ ୧୩୪ ରନ୍‌ କରିଥିବା ଛତିଶଗଡ଼ ଦ୍ୱିତୀୟ…