Below header
Browsing Tag

odisha crime news

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ବିଚ୍‌ ରାସ୍ତାରେ ଲୁହା ରଡରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

 ଅନୁଗୋଳ (କେନ୍ଯୁଜ୍): ଯୁବକଙ୍କୁ ବିଚ୍‌ ରାସ୍ତାରେ ହତ୍ୟା । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର। ଅଭିଯୋଗ ଅନୁଯାୟୀ, ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ମଧ୍ୟରେ କୌଣସି କଥାରୁ…

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ସଂମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ କର୍ମଚାରୀଙ୍କୁ ପଚରାଉଚରା, ଡିସିପିଙ୍କୁ…

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌ । ସେପଟେ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା କମିଶନ । ଏନେଇ ଡିସିପିଙ୍କୁ ରିପୋର୍ଟ…

କୁଚିଣ୍ଡାରେ ଡବଲ୍ ମର୍ଡର: ବଡ଼ ଭାଇ ଓ ପୁତୁରାକୁ ହତ୍ଯା କଲା ସାନ ଭାଇ, ଦୁଇ ଦିନ ପରେ ମୁମୂର୍ଷୁ ଅବସ୍ଥାରେ ଭାଉଜ…

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ପୁତୁରାଙ୍କର ମୃତ୍ୟୁ ହେବା ସହ ଭାଉଜ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା…

ପୁଣି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଲା ସ୍ତ୍ରୀ

ମୟୂରଭଞ୍ଜ : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା । ପୁଣି ଘଟିଗଲା ଅଘଟଣ । ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ୍ଯୁ ହୋଇଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶଳ ଗାଁରେ । ମୃତକ ହେଲେ କୋଇଲି…