ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟରରୁ ମନୋନୀତ ହେଲେ ୩୧ ଜଣ ପ୍ରତିଭା
ଭୁବନେଶ୍ୱର (କେ ନ୍ୟୁଜ୍) : ଦେଶରେ ହକି ପ୍ରତିଭା ସୃଷ୍ଟି ପାଇଁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର(ଏଚ୍ପିସି ) ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ । ଏହି କ୍ରମରେ ଗତକାଲି ୩୧ ଜଣ ପ୍ରତିଭାଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ ଏଚ୍ପିସି ସମେତ କିଛି ଖେଳାଳି ରାଜ୍ୟ…