Browsing Tag

Odisha Women’s Team

ଭାରତୀୟ ସିନିଅର ରଗବୀ ଚାମ୍ପିଅନସିପ୍ ହେଲା ଓଡ଼ିଶା ମହିଳା ଦଳ, ଦଳରେ କିସ୍ ର ୯ ଜଣ ଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ) : ଓଡ଼ିଶା ମହିଳା ଦଳ ଭାରତୀୟ ସିନିଅର ରଗବୀ ଚାମ୍ପିଅନ ହୋଇଛି। ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ଜିତିଛି ଓଡ଼ିଶା ପୁରୁଷ ଦଳ। କିଟ୍ କ୍ରୀଡ଼ା ଷ୍ଟାଡିୟମରେ ଚାଲୁଥିବା ଏହି ଚାମ୍ପିଅନ୍ସିପ ଆଜି ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗରେ ହରିୟାଣା ଚାମ୍ପିଅନ ହୋଇଥିବା ବେଳେ ମହିଳା…