Browsing Tag

odishi sankirtan training

ଓଡ଼ିଶୀ ସଂକୀର୍ତ୍ତନର ପୁନରୁଦ୍ଧାର ପ୍ରୟାସ, କଣ୍ଟାପଡ଼ା ବ୍ରାହ୍ମଣସାଇଲୋ ଗାଁରେ ଦିଆଯାଉଛି ପ୍ରଶିକ୍ଷଣ

ଭୁବନେଶ୍ୱର : ଆମ ରାଜ୍ୟର ବହୁ ପ୍ରାଚୀନ ଲୋକକଳା ତଥା ସଂସ୍କୃତି ସହ ଜଡ଼ିତ ରହିଛି ଓଡିଶୀ ସଂକୀର୍ତ୍ତନ । ତେବେ ସମୟ ଅନୁସାରେ କ୍ରମେ ଏହା ଲୋପ ପାଇବାକୁ ବସିଲାଣି। ସଙ୍କୀର୍ତ୍ତନ ଆଖଡ଼ାର ପୁନରୁଦ୍ଧାର କରିବା ପାଇଁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମରେ ଏ ନେଇ…