Browsing Tag

Office of Congress

କଂଗ୍ରେସ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ଭଙ୍ଗାରୁଜା କଲେ ବ୍ୟାନର ପୋଡ଼ିଲେ

ଗୋପ (କେନ୍ୟୁଜ): ନିମାପଡ଼ାରେ ନିର୍ବାଚନୀ ହିଂସା ଅଭିଯୋଗ । କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ବ୍ୟାନର ପୋଡ଼ି । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି । ନିମାପଡ଼ା ଶ୍ୟାମସୁନ୍ଦରପୁରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଭଂଗାରୁଜା । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କଂଗ୍ରେସ…