Browsing Tag

Oil diffuser

ଦୁର୍ଗନ୍ଧ ଦୂର କରି ଏମିତି ମହକାନ୍ତୁ ଘରର ସବୁ କୋଣ

ସାରାଦିନ ଘରୁ ବାହାରେ ରହିବା ପରେ ଯେତେବେଳେ ଆପଣ ଫେରିଥାଆନ୍ତି, ଆପଣଙ୍କୁ ବହୁତ ଶାନ୍ତି ମିଳିଥାଏ। କିନ୍ତୁ ଯଦି ଘର ଭିତରେ ଅଜବ ଦୁର୍ଗନ୍ଧ ଆସୁଥାଏ, ତା’ହେଲେ ଆପଣ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ଅନେକବାର ବର୍ଷା ଦିନେ ଏଭଳି ଦୁର୍ଗନ୍ଧ ଜାତ ହୋଇଥାଏ। ଘର ବନ୍ଦ ରହିବା ଯୋଗୁ ଭିତରୁ ଦୁର୍ଗନ୍ଧ…