Browsing Tag

olasuni-mela

ଆଜିଠୁ ଓଳାଶୁଣି ଯାତ୍ରା ଆରମ୍ଭ, ୧୫ ଦିନ ଧରି ଚାଲିବ ଯାତ୍ରା

ସରିଲା ମହାପୁରୁଷ ଅରକ୍ଷିତ ଦାସଙ୍କ କେଶ ଯାତ୍ରା l ଆଜିଠାରୁ ୧୫ ଦିନ ଧରି ଓଳାଶୁଣି ଯାତ୍ରା। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ପ୍ରମିଳା ମହାରଣାଙ୍କ ଘରେ ଦୀର୍ଘ ୨୬ ବର୍ଷ ଧରି ସନ୍ଥ ଅରକ୍ଷିତ ଦାସଙ୍କ କେଶ ପୁଜା ପାଇ ଆସୁଛି l ତେବେ ସନ୍ଥ ଅରକ୍ଷିତ ଦାସଙ୍କ 187ତମ ପବିତ୍ର…

ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସରୁ ଆରମ୍ଭ ହେଲା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା

ଯାଜପୁର (କେ ନ୍ୟୁଜ୍‌) : କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଏହା ହେଉଛି ସଙ୍ଗମସ୍ଥଳ ଓଳାଶୁଣୀ । ଏଇଠି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ଓଳାଶୁଣୀ ମେଳା । ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଛି । ଓଁଙ୍କାର କ୍ଷେତ୍ର ଭାବେ…