Below header
Browsing Tag

old woman found dead

ଘଟଗାଁ : କେମିତି ଜଳି ମରିଗଲେ ବୃଦ୍ଧା, ପୋଡ଼ିକି ମଲେ ନାଁ କିଏ ମାରିଦେଲା ? ପୋଲିସ୍‌ କରୁଛି ତଦନ୍ତ

ଘଟଗାଁ (କେ ନ୍ୟୁଜ୍‌) : ଘଟଗାଁ ଥାନା ଅନ୍ତର୍ଗତ ଟିକିରା ଗ୍ରାମରେ ଜଣେ ବୃଦ୍ଧାଙ୍କର ଅସ୍ୱାଭାବିକ ମୃତ୍ୟୁ । କୁହାଯାଉଛି ଘରେ କେହି ନଥିବା ବେଳେ କିରୋସିନ ଢାଳି ବୃଦ୍ଧା ଆତ୍ମହତ୍ୟା କରିଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ଗ୍ରାମର କନକ ନାଏକ। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କନକଙ୍କ ପୁଅ ଓ…