Browsing Tag

older brother

ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୂକୁ ଟାଙ୍ଗିଆରେ ଆକ୍ରମଣ କଲା ବଡ ଭାଇ

ଆନନ୍ଦପୁର (କେନ୍ୟୁଜ): ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗ୍ରାମର ଅମର ପାତ୍ରଙ୍କ ବଡବାପା ଗତକାଲି ମୃତ୍ୟୁବରଣ…

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୋଲିସ ସାମ୍ନାରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ

ଭୁବନେଶ୍ୱର (କେନ୍ୟୁଜ): ଓଲ୍ଡଟାଉନ ଅଞ୍ଚଳ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି ।…