ଶହେ ବର୍ଷରେ ପଦାର୍ପଣ କଲେ ପୂର୍ବତନ କ୍ରିକେଟ୍ ଖେଳାଳି ବସନ୍ତ ରାଇଜି, କେକ୍ କାଟି ପାଳନ କଲେ ଜନ୍ମଦିନ
ମୁମ୍ବାଇ : ପୂର୍ବତନ କ୍ରିକେଟ୍ ଖେଳାଳି ବସନ୍ତ ରାଇଜି ସେଞ୍ଚୁରୀ ମାରିଛନ୍ତି । କ୍ରିକେଟ୍ ପଡ଼ିଆରେ ନୁହେଁ, ନିଜ ଜୀବନରେ । ଅର୍ଥାତ୍ ତାଙ୍କୁ ୧୦୦ ବର୍ଷ ବୟସ ହୋଇଛି । ଏହି ଶତାୟୁ କ୍ରିକେଟ୍ ଖେଳାଳିଙ୍କର ଜନ୍ମଦିନ ପାଳନ କରାଯାଇଛି । ଗତକାଲି ତାଙ୍କର ଜନ୍ମଦିନ ଅବସରରେ ଏହି ଶତାୟୁ…