Browsing Tag

Olive Ridley turtle

ଅଲିଭ୍‌ ରିଡ୍‌ଲେଙ୍କୁ ସୁରକ୍ଷା ଦେବା ପାଇଁ ଜାରି ହେଲା କଟକଣା, ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା…

ପୁରୀ(କେନ୍ଯୁଜ୍) : ଆରମ୍ଭ ହୋଇଛି ବିରଳ ଅଳିଭ୍‌ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା। ଏଥିପାଇଁ ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ନଭେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ଯନ୍ତ ବଳବତ୍ତର ରହିବ।…