Below header
Browsing Tag

OLX lootera

OLXରେ ଠକେଇ ଘଟଣା: ଗିରଫ ଅଭିଯୁକ୍ତ ତୃପ୍ତି ରଞ୍ଜନକୁ ୭ ଦିନିଆ ରିମାଣ୍ଡରେ ନେଲା ବଡ଼ଗଡ଼ ଥାନା ପୋଲିସ୍

ଭୁବନେଶ୍ବର: ରିମାଣ୍ଡରେ ଗଲା ଏମ୍‌ବିଏ ଠକ । OLXରେ ଗାଡି ବିକ୍ରି କରିବ କହି ଠକେଇ ଘଟଣାରେ ଗିରଫ ଅଭିଯୁକ୍ତ ତୃପ୍ତି ରଞ୍ଜନ ଦାସକୁ ୭ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ। ଗତ ଦୁଇଦିନ ତଳେ ଗିରଫ ହୋଇଥିଲା ଏମବିଏ ଠକ । ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ…

ରାଜଧାନୀରେ ସ୍ମାର୍ଟ ଲୁଟେରା: OLXରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍

ଭୁବନେଶ୍ବର: ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ୍‌ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚି ଯାଉଥିଲା ସ୍ମାର୍ଟ ଚୋର । ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍‌ । ରାଜଧାନୀରେ ମାତିଛନ୍ତି ଏଭଳି ସ୍ମାର୍ଟ ଲୁଟେରା । ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ OLXରେ…