Browsing Tag

olympic hockey final

ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ଫାଇନାଲରେ ବେଲଜିୟମ ଓ ଅଷ୍ଟ୍ରେଲିଆ, ବ୍ରୋଞ୍ଜ ପାଇଁ ଭାରତ-ଜର୍ମାନୀ ମୁକାବିଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ବେଲଜିୟମ ଓ ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ଜର୍ମାନୀକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି । ପରାଜିତ ହୋଇଥିବା ଜର୍ମାନୀ ସହ ଭାରତର ମୁକାବିଲା ହେବ…