Browsing Tag

omcron pfizer

ଆମେରିକୀୟ ଔଷଧ କମ୍ପାନୀର ଦାବି; ଓମିକ୍ରନକୁ ମାତ୍ ଦେବ ଏହି ବଟିକା !

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ଆମେରିକା ଔଷଧ କମ୍ପାନୀ ଫାଇଜର ପ୍ରସ୍ତୁତ କରିଛି ପାକ୍ସଲୋଭିଡ ବଟିକା । କମ୍ପାନୀ ଦାବି କରିଛି ଯେ ଏହା ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ।…