Browsing Tag

omicron dead

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ, ନାଇଜେରିଆରୁ ସେ ଭାରତ ଫେରିଥିଲେ

କେନ୍ୟୁଜ୍(ବ୍ୟୁରୋ):ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ। ମହାରାଷ୍ଟ୍ରରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ସେ ଓମିକ୍ରନରେ ଆକ୍ରାନ୍ତ ଥିଲେ। ନାଇଜେରିଆରୁ ସେ ଭାରତ ଫେରିଥିଲେ। ସେପଟେ  ମହାରାଷ୍ଟ୍ରରେ ଗୁରୁବାର ଦିନ ୧୯୮ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ…