ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ବାଏବାଏ କଲେ ଆରୋନ ଫିଞ୍ଚ୍ : ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ଶେଷ ମୁକାବିଲା
ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଶନିବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ହେବ । ତେବେ ଲଗାତର ଫର୍ମରୁ ବିଚ୍ୟୁତ ହେବା ଓ…