Below header
Browsing Tag

one missing while bathing in canal

ଗାଧୋଉଥିବା ସମୟରେ ବୁଡି ଗଲେ ୩ ଜଣ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

ଯାଜପୁର (କେନ୍ୟୁଜ) : ନାଳରେରେ ଗାଧୋଉଥିବା ସମୟରେ ବୁଡି ଗଲେ ୩ଜଣ ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅଙ୍ଗାଲୋ ପଞ୍ଚାୟତ ଢ଼ିହବାରିଙ୍ଗି ଗ୍ରାମ ନିକଟ ପଣ୍ଡୁଆ ନାଳରେ । ଖବର ପାଇ ଅଗ୍ନିଶମ…