କୋରାପୁଟ: ରାଥିବାଲି ଜଳପ୍ରପାତରେ ଅଘଟଣ, ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ
କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଅଘଟଣ। ଜଳପ୍ରପାତରୁ ଖସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ଏସ କେ ଆଜାଦ ମହମ୍ମଦ ।
ସୂଚନା ଅନୁଯାୟୀ କଟକ ଜଗତପୁର ଅଞ୍ଚଳର ୫…