ବଜାରକୁ ଆସିବ ନୂଆ ଏକ ଟଙ୍କିଆ ନୋଟ, ରହିବ ଏହିସବୁ ବିଶେଷତ୍ୱ
ଭାରତରେ ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ। କେନ୍ଦ୍ର ସରକାର ଏହି ଏକ ଟଙ୍କିଆ ନୂଆ ନୋଟକୁ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଏହି ନୋଟ୍ର ପ୍ରିଣ୍ଟିଂ ଆରବିଆଇ ନୁହେଁ ବରଂ ବିତ୍ତ ମନ୍ତ୍ରଣାଳୟ କରିବ। ଏହି ନୋଟ୍ରେ କିଛି ବିଶେଷତ୍ୱ ରହିବ।
- ଏକ ଟଙ୍କିଆ ନୂଆ ନୋଟରେ…