Browsing Tag

oneplus nord ce 2 lite 5g

ଆମାଜନର ବଢ଼ିଆ ଅଫର, ୭ହଜାରରୁ କମ ଦାମରେ କିଣନ୍ତୁ OnePlusର ଏହି ମଡେଲ

ଆମାଜନରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ବଜେଟ ବଜାର। ଯେଉଁଥିରେ ଆପଣ Oneplus ର Nord CR 2 Lite 5G କୁ ବହୁତ ଶସ୍ତା ଦାମରେ କିଣିପାରିବେ। ଓ୍ଵାନପ୍ଲସ ଏମିତି ଏକ ସ୍ମାର୍ଟଫୋନ ଯାହାର ମାର୍କେଟରେ ବଢ଼ିଆ ଡିମାଣ୍ଡ ରହିଛି। ଏହାର ଫିଚର୍ସ ଜବରଦସ୍ତ ରହିବା ହେତୁ ୟୁଜର୍ସ ମାନେ ପସନ୍ଦ କରୁଛନ୍ତି।…