ONGC ରେ ୨୫୦୦ରୁ ଅଧିକ ପଦବୀ ଖାଲି, ଚୟନିତ ପ୍ରାର୍ଥୀଙ୍କୁ ମିଳିବ ଷ୍ଟାଇପେଣ୍ଡ
ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ ଲିମିଟେଡ୍(ONGC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ୨୫୦୦ରୁ ଅଧିକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ongcindia.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିପାର…