ONGC ରେ ଖାଲିପଡ଼ିଛି ଏକାଧିକ ଅଫିସର ପଦବୀ, ଆଜିଠୁ କରିପାରିବେ ଆବେଦନ

ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍‌(ONGC)ରେ ମେଡିକାଲ ଅଫିସରର ବିଭିନ୍ନ ପଦ ପାଇଁ ନିଯୁକ୍ତି ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଅଗଷ୍ଟ ୧୨ ରୁ ସେପ୍ଟେମ୍ବର ୧୯ ଯାଏଁ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ପଞ୍ଜିକରଣର କରିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ପଦବୀ ପାଇଁ ଆବଶ୍ୟକୀୟ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ…

  • ପଦ ନାମ- ମେଡିକାଲ ଅଫିସର
  • ପଦ ସଂଖ୍ୟା- ୨୩
  • ଆବେଦନ ଆରମ୍ଭ- ୧୨ ଅଗଷ୍ଟ,୨୦୨୦
  • ଆବେଦନ ଶେଷ- ୧୦ ସେପ୍ଟେମ୍ବର,୨୦୨୦
  • ଅଧିକ ସୂଚନା ପାଇଁ ଓଏନ୍‌ଜିସିର ଅଫିସିଆଲ ୱେବ୍‌‌ସାଇଟ୍‌ https://www.ongcindia.com/wps/wcm/connect/en/home କୁ ଯାଇ ଦେଖିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.