ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ

ଯୁବକଙ୍କୁ ବୀଭତ୍ସ ହତ୍ୟା । ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ । କେନ୍ଦ୍ରାପଡ଼ା ଟାଉନ ବଳରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଆକ୍ରମଣରେ ଏସି ମେକାନିକ ଅକ୍ଷୟ ଖଟୁଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ଅନ୍ୟ ଜଣେ ଆହତ ହୋଇଛନ୍ତି ।

କେନ୍ଦ୍ରାପଡ଼ା(କେନ୍ୟୁଜ): ଯୁବକଙ୍କୁ ବୀଭତ୍ସ ହତ୍ୟା । ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ । କେନ୍ଦ୍ରାପଡ଼ା ଟାଉନ ବଳରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଆକ୍ରମଣରେ ଏସି ମେକାନିକ ଅକ୍ଷୟ ଖଟୁଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ଅନ୍ୟ ଜଣେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ କହ୍ନେଇପୁର ଗ୍ରାମରଜଣେ ବ୍ୟକ୍ତି ଅକ୍ଷୟଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଆଉ ବାରମ୍ବାର ତାଙ୍କୁ ଛୁରାରେ ଆଘାତ କରି ଚାଲିଥିଲେ । ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତ ଜଣକ କାହିଁକି ଛୁରା ମାଡ କରିଥିଲା ସ୍ପଷ୍ଟ ହୋଇ ନାହିଁ । ସଦର ଥାନା ପୋଲିସ ଛୁରା ମାଡ କରିଥିବା ବ୍ୟକ୍ତିକୁ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.