ଲିଫ୍ଟ ନ ଦେବାରୁ ଛୁରାମାଡ଼, ଅଭିଯୁକ୍ତ ନାଁରେ ଥିଲା ୮ଟି ଅପରାଧିକ ମାମଲା
ଭୁବନେଶ୍ୱର : ଲିଫ୍ଟ ନ ଦେବାରୁ ଛୁରାମାଡ଼। ରାସ୍ତାରେ ଯାଉଥିବା ଜଣେ ଲୋକ ଉପରେ ସୁଝାଇଲା ରାଗ । ଗୋଡ଼ ଓ ହାତକୁ ଛୁରାମାଡ କରି କଲା ଲହୁ ଲୁହାଣ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦା ରାସ୍ତାରେ ଘଟାଇଥିଲା ଏଭଳି କାରନାମା। ଛୁରାମାଡ କରିଥିବା ଅଭିଯୁକ୍ତ ଢୋଲାକୁ ଗିରଫ କରିଛି ପୋଲିସ ।…