Below header

ଭଦ୍ରକରେ ପୂର୍ବତନ CDMOଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର

ଭଦ୍ରକରେ ପୂର୍ବତନ CDMOଙ୍କୁ ଛୁରାମାଡ଼। ଘରେ ପଶି ପୂର୍ବତନ CDMOଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର। ଛୁରାମାଡ଼ରେ ରଘୁନାଥ ପାଢ଼ୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ପୂର୍ବତନ CDMOଙ୍କୁ ଛୁରାମାଡ଼। ଘରେ ପଶି ପୂର୍ବତନ CDMOଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର। ଛୁରାମାଡ଼ରେ ରଘୁନାଥ ପାଢ଼ୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁୟାୟୀ ଗତକାଲି ରାତିରେ ରଘୁନାଥଙ୍କ ଘରେ ଚୋରି ପାଇଁ ପଶିଥିଲେ ଚୋର। ପ୍ରତିବାଦ କରିବାରୁ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.