Browsing Tag

onion juice

ପ୍ରତିଦିନ ସକାଳୁ ପିଅନ୍ତୁ ଗୋଟିଏ ଗ୍ଲାସ ପିଆଜ ରସ, ଏହି ୫ ଗମ୍ଭୀର ସମସ୍ୟାକୁ କରିବ ସବୁଦିନ ପାଇଁ ବାଏ ବାଏ

ପିଆଜକୁ ସାଧାରଣତଃ ଆମେ ଘରେ ସାଲାଡ୍‌ ଭାବରେ ବ୍ୟବହାର କରିଥାଉ। ଏଥିସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବନାଇବା ଏବଂ ତରକାରୀରେ ତଡକା ଦେବା ପାଇଁ ମଧ୍ୟ ପିଆଜର ବ୍ୟବହାର ନିଶ୍ଚୟ କରାଯାଇଥାଏ। ସେହିପରି ନନଭେଜ୍‌ ଖାଉଥିବା ଲୋକଙ୍କ ପାଇଁ ପିଆଜ ଏକ ବହୁତ ଭଲ ଫୁଡ୍‌ ଭାବରେ ବ୍ୟବହାର କରାଯାଇଥାଏ।…