Below header
Browsing Tag

onions price hike

ଆମଦାନୀ ହ୍ରାସ ଫଳରେ ବଢିଲା ପିଆଜ ଦର! କିଲୋ ପିଛା ୫୦ ଟଙ୍କା

ଭୁବନେଶ୍ବର: ପିଆଜ ଦର ୫୦ ଟଙ୍କା ଟପିଲା । ଗତକାଲିଠାରୁ ପିଆଜ ଦର ହଠାତ ୫୦ ଟଙ୍କା ବଢ଼ି ଯାଇଛି । ଗତ ସପ୍ତାହରେ ବଜାରରେ କିଲୋ ପିଛା ୩୫ ଟଙ୍କା ଥିବା ପିଆଜ ହଠାତ୍‌ ୫୦ ଟଙ୍କା ହୋଇଛି । ସ୍ଥାନ ଦେଖି କିଛି ବଜାରରେ ୬୦ ଟଙ୍କା ହୋଇଛି ପିଆଜ ଦର । ମାତ୍ର ଗୋଟିଏ ସପ୍ତାହରେ କିଲୋ ପିଛା ୧୫ ଟଙ୍କା…