Below header
Browsing Tag

online chitfund case

ସାଇ ସମୃଦ୍ଧି ରିଅଲକନ୍‌ ଚିଟ୍‌ଫଣ୍ଡ ଠକେଇ ଘଟଣା: OPID କୋର୍ଟରେ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ

କଟକ(କେନ୍ୟୁଜ୍): ସାଇ ସମୃଦ୍ଧି ରିଅଲକନ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଠକେଇ ଘଟଣାରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । କଟକ ଓପିଆଇଡି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ…

ହଜାରେ ଟଙ୍କା ଜମାରେ ମାସକୁ ୯୯୪ ଟଙ୍କାର ସୁଧ ମିଳିବ କହି ଠକି ନେଲେ ୬୦ କୋଟି

ଅନଲାଇନରେ ଚିଟଫଣ୍ଡ ଠକେଇ । ହଜାରେ ଟଙ୍କା ଜମାରେ ମାସକୁ ମିଳିବ ୯୯୪ ଟଙ୍କାର ସୁଧ । ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ୱେବସାଇଟ ପ୍ରସ୍ତୁତ କରି ଏଭଳି ଆକର୍ଷଣୀୟ ସୁଧ ମିଳିବ ବୋଲି ଲୋକଙ୍କୁ ପ୍ରଭାବିତ କରି ବଡ ଧରଣର ଠକେଇ କରିବାରେ ସକ୍ଷମ…