YouTube ରେ ଖୁବଶୀଘ୍ର ଆସିବ Online Games, କମ୍ପାନୀ କରୁଛି ଖାସ ପ୍ରସ୍ତୁତି
YouTube ୟୁଜର୍ସଙ୍କୁ ଖୁବଶୀଘ୍ର ଏକ ଉପହାର ମିଳିବାକୁ ଯାଉଛି । କମ୍ପାନୀ ନିଜ ପ୍ଲାଟଫର୍ମରେ ଅନଲାଇନ ଗେମ୍ ଆଣିବା ପାଇଁ ପରୀକ୍ଷା କରୁଛି । ମିଳିଥିବା ସୂଚନା ଅନୁସାରେ Google କର୍ମଚାରୀଙ୍କୁ ଏସମ୍ପର୍କିତ ଏକ ଇମେଲ ମିଳିଛି । କମ୍ପାନୀ ନିଜ କର୍ମଚାରୀଙ୍କୁ YouTubeର ନୂଆ ପଡକ୍ଟ…