Browsing Tag

otet exam

ଅନ୍‌ ଲାଇନରେ ହେବ OTET, ପ୍ରଶ୍ନପତ୍ର ଲିକ୍‌ ପରେ ଏଭଳି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର : ଅନ୍‌ ଲାଇନରେ ହେବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି। ପ୍ରଶ୍ନପତ୍ର ଲିକ୍‌ ପରେ ଏଭଳି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ମାଟ୍ରିକ ପରୀକ୍ଷା ପରେ ଓଟିଇଟି କରାଯିବ ବୋଲୋ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ମାସ ୧୬ ତାରିଖରେ ଓଟିଇଟି…