Below header
Browsing Tag

oxford vaccine

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ରେ ଅନୁମତି, ଏହାକୁ ବ୍ରିଟିଶ୍‌ ବିଜ୍ଞାନର ବିଜୟ ବୋଲି କହିଲେ…

ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ଅନୁମତି । ପ୍ରଥମ ଦେଶ ଭାବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ୍‌ । ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବା ବେଳେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବ୍ରିଟେନ୍‌ର ମେଡିସିନ୍‌ସ୍‌ ଆଣ୍ଡ ହେଲ୍‌ଥ…

କରୋନା ଟିକା ପରୀକ୍ଷଣରେ ସାମିଲ ହୋଇଥିବା ବ୍ଯକ୍ତିଙ୍କ ପାର୍ଶ୍ବ ପ୍ରତିକ୍ରିୟା ଆରୋପ ମିଥ୍ଯା: ସିରମ ଇନଷ୍ଟିଚ୍ଯୁଟ୍

ସିରମ୍ ଇନଷ୍ଟିଚ୍ଯୁଟ୍ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଥିଲେ। ଚେନ୍ନାଇର ଜଣେ ବ୍ୟକ୍ତି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେ ମାନସିକ ରୋଗର ଶିକାର ହେବା…

ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର: ଖୁବ୍‌ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା, ୪୫ ଦିନ…

ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର । ଖୁବ୍‌ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା । ୪୫ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଦିଆଯିବ ଅନୁମତି । ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ଅକ୍ସଫୋର୍ଡ…

ଜାଣନ୍ତୁ କେବେ ବଜାରରେ ମିଳିବ ଅକ୍ସଫୋର୍ଡ କରୋନା ଭ୍ୟାକ୍‌ସିନ୍‌, ପୁଣି ଥରେ ଆରମ୍ଭ ହେଲା ଟ୍ରାଏଲ୍‌

ଲଣ୍ଡନ : ଅକ୍ସଫୋର୍ଡ କରୋନା ଭ୍ୟାକ୍‌ସିନ୍‌ ବଜାରକୁ ଆସିବା ନେଇ ଦିନ ପ୍ରାୟ ସ୍ଥିର ହୋଇଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଟ୍ରାଏଲକୁ ନେଇ ଜଣେ ସ୍ୱେଚ୍ଛାସେବୀ ଗୁରୁତର ହୋଇପଡିବାରୁ ଏହାକୁ ବନ୍ଦ କରାଯାଇଥିଲା । ଆଜି ପୁଣିଥରେ ବ୍ରିଟେନ୍‌ରେ ଆରମ୍ଭ ହୋଇଛି ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ।…

ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ପରୀକ୍ଷଣ ବନ୍ଦ! ତୃତୀୟ ପର୍ଯ୍ୟାୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ…

ନୂଆଦିଲ୍ଲୀ: ବନ୍ଦ ହେଲା ଟିକା ପରୀକ୍ଷଣ । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ପରୀକ୍ଷଣକୁ ବନ୍ଦ କରାଯାଇଥିବା ଜଣାପଡିଛି । କାରଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ଏହାକୁ ବନ୍ଦ କରାଯାଇଛି । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ୟୁନିଭରସିଟି…